ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଯୋଧ୍ୟା ଯିବେନାହିଁ ମମତା

କୋଲକାତା,୧୬।୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ବରଂ ଏହି ଦିନ ସେ କାଳୀ ମନ୍ଦିରକୁ ଯାଇ ପୂଜା କରିବେ। ସୂଚନା ଅନୁଯାୟୀ, ମମତା ବାନାର୍ଜୀ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଦିବସରେ କୋଲକାତାର କାଲିଘାଟ ମନ୍ଦିର ପରିଦର୍ଶନ କରିବେ। ଯେଉଁଠାରେ ସେ ପୂଜା କରିବେ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଏହି ଦିନ ମସଜିଦ, ଚର୍ଚ୍ଚ ଏବଂ […] The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଯୋଧ୍ୟା ଯିବେନାହିଁ ମମତା appeared first on Dharitri Odia News.

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଯୋଧ୍ୟା ଯିବେନାହିଁ ମମତା

କୋଲକାତା,୧୬।୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ବରଂ ଏହି ଦିନ ସେ କାଳୀ ମନ୍ଦିରକୁ ଯାଇ ପୂଜା କରିବେ। ସୂଚନା ଅନୁଯାୟୀ, ମମତା ବାନାର୍ଜୀ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଦିବସରେ କୋଲକାତାର କାଲିଘାଟ ମନ୍ଦିର ପରିଦର୍ଶନ କରିବେ। ଯେଉଁଠାରେ ସେ ପୂଜା କରିବେ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଏହି ଦିନ ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ୱାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ।

The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଯୋଧ୍ୟା ଯିବେନାହିଁ ମମତା appeared first on Dharitri Odia News.