'ରାମଲଲା ଆଉ ଟେଣ୍ଟରେ ରହିବେ ନାହିଁ'

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।

'ରାମଲଲା ଆଉ ଟେଣ୍ଟରେ ରହିବେ ନାହିଁ'

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। କହିଲେ, ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ପ୍ରଭୁ ରାମ ଆସିଗଲେ । ଆମ ରାମଲଲା ଆଉ ଟେଣ୍ଟରେ ରହିବେ ନାହିଁ। ରାମଲଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ।