ରାଷ୍ଟ୍ର ପାଇଁ ପାଞ୍ଚୋଟି ଦୀପ ପ୍ରଜ୍ବଳନର ଆହ୍ୱାନ: ଷ୍ଟିକର ହେଲା ଲୋକାର୍ପଣ

ସମ୍ବଲପୁରର:ଦୀର୍ଘ ଦିନର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି କୋଟି କୋଟି ଲୋକଙ୍କର ଆସ୍ଥା ର ପ୍ରତୀକ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା l ଯେଉଁ ଦିନକୁ ଅପେକ୍ଷା କରି ବସିଛନ୍ତି ସାରା ବିଶ୍ୱର କୋଟି କୋଟି ଶ୍ରୀରାମ ଭକ୍ତ।ଏହି ବିଶେଷ ଦିନକୁ ଐତିହାସିକ ଓ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ସମ୍ବଲପୁରର ଜନସାଧାରଣଙ୍କୁ ପ୍ରତି ଘରେ ଅନ୍ତତଃ ପାଞ୍ଚୋଟି ଦୀପ ପ୍ରଜ୍ବଳନ କରିବା ପାଇଁ ଆହ୍ୱାନ କରାଯାଇଛି l ଏହି ଅବସରରେ ଏକ […] The post ରାଷ୍ଟ୍ର ପାଇଁ ପାଞ୍ଚୋଟି ଦୀପ ପ୍ରଜ୍ବଳନର ଆହ୍ୱାନ: ଷ୍ଟିକର ହେଲା ଲୋକାର୍ପଣ appeared first on Odisha.News.

ରାଷ୍ଟ୍ର ପାଇଁ ପାଞ୍ଚୋଟି ଦୀପ ପ୍ରଜ୍ବଳନର ଆହ୍ୱାନ: ଷ୍ଟିକର ହେଲା ଲୋକାର୍ପଣ

ସମ୍ବଲପୁରର:ଦୀର୍ଘ ଦିନର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି କୋଟି କୋଟି ଲୋକଙ୍କର ଆସ୍ଥା ର ପ୍ରତୀକ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା l ଯେଉଁ ଦିନକୁ ଅପେକ୍ଷା କରି ବସିଛନ୍ତି ସାରା ବିଶ୍ୱର କୋଟି କୋଟି ଶ୍ରୀରାମ ଭକ୍ତ।ଏହି ବିଶେଷ ଦିନକୁ ଐତିହାସିକ ଓ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ସମ୍ବଲପୁରର ଜନସାଧାରଣଙ୍କୁ ପ୍ରତି ଘରେ ଅନ୍ତତଃ ପାଞ୍ଚୋଟି ଦୀପ ପ୍ରଜ୍ବଳନ କରିବା ପାଇଁ ଆହ୍ୱାନ କରାଯାଇଛି l ଏହି ଅବସରରେ ଏକ ଷ୍ଟିକର ରାଷ୍ଟ୍ର ପ୍ରେମୀ ତଥା ଶ୍ରୀରାମ ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ସାମାଜିକ କର୍ମୀ, ସାମ୍ବାଦିକ ତଥା ବୁଦ୍ଧିଜୀବୀଙ୍କର ଦ୍ୱାରା ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉନ୍ମୋଚିତ କରାଯାଇଛି।

The post ରାଷ୍ଟ୍ର ପାଇଁ ପାଞ୍ଚୋଟି ଦୀପ ପ୍ରଜ୍ବଳନର ଆହ୍ୱାନ: ଷ୍ଟିକର ହେଲା ଲୋକାର୍ପଣ appeared first on Odisha.News.