ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା
ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଛି। ଜିଲାର ୯ ବିଧାନସଭା ଓ ଲୋକସଭା ଆସନ ସମେତ ପଡ଼ୋଶୀ କେନ୍ଦୁଝର ଓ ବାଲେଶ୍ୱର ଜିଲାର ଭାଜପା ଲୋକସଭା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାଜପା ପକ୍ଷରୁ ଦ୍ରୌପଦୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଳଙ୍କୃତ କରାଯାଇଥିବା ବେଳେ ଭୋଟରମାନେ ତାଙ୍କ ସମ୍ମାନ ରକ୍ଷା ପାଇଁ ଭାଜପାକୁ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିତ୍ବା ଆଲୋଚନା ହେଉଛି। The post ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା appeared first on Dharitri Odia News.
ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଛି। ଜିଲାର ୯ ବିଧାନସଭା ଓ ଲୋକସଭା ଆସନ ସମେତ ପଡ଼ୋଶୀ କେନ୍ଦୁଝର ଓ ବାଲେଶ୍ୱର ଜିଲାର ଭାଜପା ଲୋକସଭା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାଜପା ପକ୍ଷରୁ ଦ୍ରୌପଦୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଳଙ୍କୃତ କରାଯାଇଥିବା ବେଳେ ଭୋଟରମାନେ ତାଙ୍କ ସମ୍ମାନ ରକ୍ଷା ପାଇଁ ଭାଜପାକୁ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିତ୍ବା ଆଲୋଚନା ହେଉଛି।
The post ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା appeared first on Dharitri Odia News.