ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ !

ବାରିପଦା : ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ଗାଁରେ ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ। ମୃତ ମହିଳା... The post ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ ! appeared first on .

ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ !

ବାରିପଦା : ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ଗାଁରେ ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ। ମୃତ ମହିଳା ହେଲେ ରଇବାରୀ ସିଂହ। ମା’ ରାସନ ଚାଉଳ ଦେବାକୁ ମନା କରିବାରୁ କୋଦାଳରେ ହାଣି ହତ୍ୟା କରିଛି ପୁଅ।ପରେ ଉତ୍ତ୍ୟକ୍ତ ହୋଇ ହତ୍ୟାକାରୀ ପୁଅ ରୋହିଦାସ ସୋରେନ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପଡୋଶୀ ମାନେ ଉଦ୍ଧାର କରିଥିଲେ। ଖବର ଅନ୍ୟ ଜଣେ ପୁଅ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଏହାସହ ଆହତ ଭାଇକୁ ମେଡିକାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଅଭିଯୁକ୍ତ ରୋହିଦାସକୁ ଗିରଫ କରିଛି।

The post ରାସନ ଚାଉଳକୁ ନେଇ ମା’କୁ ମାରିଦେଲା ପୁଅ ! appeared first on .