ରାସନକାର୍ଡରୁ କାଟିଦେଲେ ନାଁ, ପଚାରିବାରୁ ଦୁର୍ବ୍ୟବହାର କରିବା ସହ କହୁଛନ୍ତି ରାତି କି ଆସ!

ଏହି ଗର୍ଭବତୀ ମହିଳା ଜଣକଙ୍କ ରାସନ କାର୍ଡ କଟିଯାଇଥିବାରୁ ପ୍ରାୟ କୋଡିଏ କିଲୋମିଟର ଦୂର ବେତନଟୀ ବ୍ଲକକୁ ଅଭିଯୋଗ କରିବାକୁ ଯାଇଥିଲେ I କିନ୍ତୁ M. I ମହାଶୟ ତାଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ତାଙ୍କୁ ଧକା ମାରି ଅଫିସ ରୁ ବାହାର କରି ଦେ