ବଲାଙ୍ଗିରରେ ପୋଷ୍ଟର ପଲିଟିକ୍ସ
କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ଗର୍ଜିଥିଲେ ବିଜେଡି ନେତା ।
ମାଳମାଳ ପୋଷ୍ଟର ଓ ହୋଡିଂ ପରେ, ଦୁଇ ଦିନ ତଳେ ବିଜେଡି କରିଥିଲା ଗଣମାଧ୍ୟମ ସମ୍ମିଳନୀ । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ଗର୍ଜିଥିଲେ ବିଜେଡି ନେତା ।ବଲାଙ୍ଗିରରେ ଯାହା ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହୋଇଛି ବୋଲି ଜଣେ ପରେ ଜଣେ ବିଜେଡି ନେତା କିଛି ଦଲିଲ ଦେଖାଇ କହିଥିଲେ । ଦେଖନ୍ତୁ ପୂରା ରିପୋର୍ଟ।