ରାସ୍ତା ଉପରେ ଜଳିଗଲା ମାଲ୍ ବୋଝେଇ ଟ୍ରକ୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ମାର୍ଶାଘାଇ: ରାସ୍ତା ଉପରେ ଜଳିଗଲା ମାଲ୍ ବୋଝେଇ ଟ୍ରକ୍। ଘଟଣା ଘଟିଛି ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥର ବଉଦ ଅଫିସ ଛକ ନିକଟରେ।ସୂଚନା ଅନୁଯାୟୀ, ପାରାଦୀପ ଯାଉଥିବା ବେଳେ ଛକ ନିକଟରେ ଟ୍ରକ୍ରେ ନିଆଁ ଲାଗିଯାଇଥିଲା। ଆଉ ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ୍। ତେବେ ସୂଚନା ପାଇ ମାର୍ଶାଘାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତି କରିବାକୁ ଉଦ୍ୟମ କରିଛନ୍ତି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।Updating...
ମାର୍ଶାଘାଇ: ରାସ୍ତା ଉପରେ ଜଳିଗଲା ମାଲ୍ ବୋଝେଇ ଟ୍ରକ୍। ଘଟଣା ଘଟିଛି ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥର ବଉଦ ଅଫିସ ଛକ ନିକଟରେ।
ସୂଚନା ଅନୁଯାୟୀ, ପାରାଦୀପ ଯାଉଥିବା ବେଳେ ଛକ ନିକଟରେ ଟ୍ରକ୍ରେ ନିଆଁ ଲାଗିଯାଇଥିଲା। ଆଉ ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ୍। ତେବେ ସୂଚନା ପାଇ ମାର୍ଶାଘାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତି କରିବାକୁ ଉଦ୍ୟମ କରିଛନ୍ତି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Updating...