ରାସ୍ତା ଉପରେ ଭୁଶୁଡ଼ିଲା ଦଶହରାରେ ନିର୍ମିତ ତୋରଣ, ଚାପି ହୋଇଗଲା କାର୍ ଓ ବାଇକ୍

କଟକ ୧୮।୧୦: କଟକ ଖାନନଗରରେ ଭୁଶୁଡ଼ିଲା ତୋରଣ । ଦଶହରାରେ ନିର୍ମିତ ତୋରଣ ମୁଖ୍ୟରାସ୍ତା ଉପରେ ଖସିପଡିଛି ।ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି ସୁଉଚ୍ଚ ତୋରଣଟି ଭୁଶୁଡ଼ି ପଡିଛି । ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ବାଉଁଶରେ ନିର୍ମିତ ହୋଇଥିଲା ଏହି ତୋରଣ । ତେବେ ଏହି ତୋରଣ ତଳେ ଗୋଟିଏ କାର୍, ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ମିଳିଛି । You Can Read:କଂଗ୍ରେସ ସହ ବିଜେଡି ଓ ବିଜେପି ନେତା ଯୋଗାଯୋଗରେ ଅଛନ୍ତି : ମହମ୍ମଦ ମୋକିମ୍

ରାସ୍ତା ଉପରେ ଭୁଶୁଡ଼ିଲା ଦଶହରାରେ ନିର୍ମିତ ତୋରଣ, ଚାପି ହୋଇଗଲା କାର୍ ଓ ବାଇକ୍

କଟକ ୧୮।୧୦: କଟକ ଖାନନଗରରେ ଭୁଶୁଡ଼ିଲା ତୋରଣ । ଦଶହରାରେ ନିର୍ମିତ ତୋରଣ ମୁଖ୍ୟରାସ୍ତା ଉପରେ ଖସିପଡିଛି ।ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି ସୁଉଚ୍ଚ ତୋରଣଟି ଭୁଶୁଡ଼ି ପଡିଛି । ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ବାଉଁଶରେ ନିର୍ମିତ ହୋଇଥିଲା ଏହି ତୋରଣ । ତେବେ ଏହି ତୋରଣ ତଳେ ଗୋଟିଏ କାର୍, ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ମିଳିଛି । 

You Can Read:

କଂଗ୍ରେସ ସହ ବିଜେଡି ଓ ବିଜେପି ନେତା ଯୋଗାଯୋଗରେ ଅଛନ୍ତି : ମହମ୍ମଦ ମୋକିମ୍