ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନୀଳଗିରି ୦୭/୦୩: ରାସ୍ତା ତଳକୁ ଖସିଲା ଯାତ୍ରିବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ରାଜପଥ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ତେବେ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ । ନୀଳଗିରି ଏନଏସି ଘାଟଘରସାହି ପାନବରଜ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୋର ସମୟରେ ଏଭଳି ହୋଇଛି ଅଘଟଣ ହୋଇଥିବା ଜଣାପଡିଛି । ଯାତ୍ରୀମାନେ ଅନ୍ୟ ଗାଡ଼ିରେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାଯାଇଛି। you can also read.... wp:embed {"url":"https://www.prameyanews7.com/police-checking-in-bhubaneswar-different-place/","type":"wp-embed","providerNameSlug":"prameya-news-7"} https://www.prameyanews7.com/police-checking-in-bhubaneswar-different-place/ /wp:embed
ନୀଳଗିରି ୦୭/୦୩: ରାସ୍ତା ତଳକୁ ଖସିଲା ଯାତ୍ରିବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ରାଜପଥ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ତେବେ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ ।
ନୀଳଗିରି ଏନଏସି ଘାଟଘରସାହି ପାନବରଜ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୋର ସମୟରେ ଏଭଳି ହୋଇଛି ଅଘଟଣ ହୋଇଥିବା ଜଣାପଡିଛି । ଯାତ୍ରୀମାନେ ଅନ୍ୟ ଗାଡ଼ିରେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାଯାଇଛି।
you can also read....
wp:embed {"url":"https://www.prameyanews7.com/police-checking-in-bhubaneswar-different-place/","type":"wp-embed","providerNameSlug":"prameya-news-7"}