ରାସ୍ତା ଫିଟିବାରେ ବାଧକ ସରକାରୀ ବାବୁ!
ଉପାନ୍ତ ଗାଁକୁ ରାସ୍ତା ଫିଟିବାରେ ବାଧକ ସାଜିଛନ୍ତି କି ସରକାରୀ ବାବୁ ? ଗତବର୍ଷ ଅଗଷ୍ଟରୁ ତଥ୍ୟ ମାଗି ମାଗି ନିରାଶ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ। CDOମାନଙ୍କୁ ଚିଠି ଲେଖିଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ। ବିନା ରାସ୍ତାରେ ଦହଗଞ୍ଜ ହେଉଛନ୍ତି ବିଚ୍ଛିନ୍ନ ଗାଁର ମଣିଷ ମାନେ