ଏପ୍ରିଲ ପହିଲାରୁ ବଢ଼ିପାରେ ଏହିସବୁ କାରର ଦାମ….

ନୂଆଦିଲ୍ଲୀ: ଏପ୍ରିଲ୍ ପହିଲାରୁ କେତେକ କାର ନିର୍ମାତା ସେମାନଙ୍କ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହାରି ମଧ୍ୟରେ ରହିଛି କିଆ ଇଣ୍ଡିଆ ଏବଂ ଟୟୋଟା କିର୍ଲୋସ୍କର ଭଳି କମ୍ପାନୀ। ଟୟୋଟା କିର୍ଲୋସ୍କର ମୋଟର ଗୁରୁବାର ଘୋଷଣା କରିଛି ଯେ, ଏହାର ନିର୍ଦ୍ଦିଷ୍ଟ ମଡେଲ ଗୁଡିକର ମୂଲ୍ୟ ଏପ୍ରିଲ୍ ପହିଲାଠାରୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଆନୁମାନିକ ଭାବେ ୧ ପ୍ରତିଶତ ବୃଦ୍ଧି ହେବା ନେଇ ସମ୍ଭାବନା କରାଯାଇଛି। ଉତ୍ପାଦନ ଏବଂ ପରିଚାଳନା ଖର୍ଚ୍ଚରେ ବୃଦ୍ଧି କାରଣରୁ […]

ଏପ୍ରିଲ ପହିଲାରୁ ବଢ଼ିପାରେ ଏହିସବୁ କାରର ଦାମ….
Untitled 1 Recovered

ନୂଆଦିଲ୍ଲୀ: ଏପ୍ରିଲ୍ ପହିଲାରୁ କେତେକ କାର ନିର୍ମାତା ସେମାନଙ୍କ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏହାରି ମଧ୍ୟରେ ରହିଛି କିଆ ଇଣ୍ଡିଆ ଏବଂ ଟୟୋଟା କିର୍ଲୋସ୍କର ଭଳି କମ୍ପାନୀ। ଟୟୋଟା କିର୍ଲୋସ୍କର ମୋଟର ଗୁରୁବାର ଘୋଷଣା କରିଛି ଯେ, ଏହାର ନିର୍ଦ୍ଦିଷ୍ଟ ମଡେଲ ଗୁଡିକର ମୂଲ୍ୟ ଏପ୍ରିଲ୍ ପହିଲାଠାରୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଆନୁମାନିକ ଭାବେ ୧ ପ୍ରତିଶତ ବୃଦ୍ଧି ହେବା ନେଇ ସମ୍ଭାବନା କରାଯାଇଛି। ଉତ୍ପାଦନ ଏବଂ ପରିଚାଳନା ଖର୍ଚ୍ଚରେ ବୃଦ୍ଧି କାରଣରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।