ରାସ୍ତା ମଝିରେ ଧମାକାଦାର ଡ୍ୟାନ୍ସ କଲେ ଜୋମାଟୋ ଡେଲିଭରୀ ବୟ: ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଜୋମାଟୋ ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ପାର୍ଶଲ ଦେବା ସମୟରେ ରାସ୍ତା ମଝିରେ ନାଚୁଛନ୍ତି। ଯୁବକ ଜଣଙ୍କ ଜୋମାଟୋ ଟି-ଶର୍ଟ ପିନ୍ଧିଛନ୍ତି। ସେ ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ତେରି ବାତୋଂ ମେଁ ଐସା ଉଲଝା ଜିଆ’ର ଟାଇଟଲ ଟ୍ରାକରେ ନାଚୁଛନ୍ତି। ତାଙ୍କ ଡ୍ୟାନ୍ସ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ସେ ସଂପୂର୍ଣ୍ଣ ନୃତ୍ୟଶିଳ୍ପୀ ପରି ନାଚୁଛନ୍ତି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି। […] The post ରାସ୍ତା ମଝିରେ ଧମାକାଦାର ଡ୍ୟାନ୍ସ କଲେ ଜୋମାଟୋ ଡେଲିଭରୀ ବୟ: ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.

ରାସ୍ତା ମଝିରେ ଧମାକାଦାର ଡ୍ୟାନ୍ସ କଲେ ଜୋମାଟୋ ଡେଲିଭରୀ ବୟ: ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଜୋମାଟୋ ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ପାର୍ଶଲ ଦେବା ସମୟରେ ରାସ୍ତା ମଝିରେ ନାଚୁଛନ୍ତି। ଯୁବକ ଜଣଙ୍କ ଜୋମାଟୋ ଟି-ଶର୍ଟ ପିନ୍ଧିଛନ୍ତି। ସେ ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ତେରି ବାତୋଂ ମେଁ ଐସା ଉଲଝା ଜିଆ’ର ଟାଇଟଲ ଟ୍ରାକରେ ନାଚୁଛନ୍ତି। ତାଙ୍କ ଡ୍ୟାନ୍ସ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ସେ ସଂପୂର୍ଣ୍ଣ ନୃତ୍ୟଶିଳ୍ପୀ ପରି ନାଚୁଛନ୍ତି।
ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓ ଇନଷ୍ଟାଗ୍ରାମରେ @ mosaan_2o ନାମକ ଏକ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଛି। ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଥିବାବେଳେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି।

 

View this post on Instagram

 

A post shared by MoSAaN (@mosaan_2o)

The post ରାସ୍ତା ମଝିରେ ଧମାକାଦାର ଡ୍ୟାନ୍ସ କଲେ ଜୋମାଟୋ ଡେଲିଭରୀ ବୟ: ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.