ରାସ୍ତାରେ ଆଣ୍ଠୁଏ କାଦୁଅ, ଘରୁ ବାହାରି ପାରୁ ନାହାନ୍ତି ଲୋକେ, ହନ୍ତସନ୍ତ ହେଉଛନ୍ତି ୩ଟି ପଞ୍ଚାୟତର ଗ୍ରାମବାସୀ
ସରକାର ଗ୍ରାମାଞ୍ଚଳର ଉନ୍ନତି ଗାଁ ଗାଁରେ ପକ୍କା ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ତାମ୍ପଳା ଗ୍ରାମର ଲୋକମାନେ ପାଣି କାଦୁଅରେ ଘାଣ୍ଟି ହେଉଛନ୍ତି । ତାମ୍ପଳା ଠାରୁ କନକମ୍ପା ଯ