ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ…
ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲାସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ମୋହନା ଆସୁଥିଲେ ।ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗୋରୁ ଗାଇଙ୍କୁ ରାସ୍ତାରେ ଚଲାଇ ଚଳାଇ ଗୋରୁ ଚାଲାଣକାରୀ ମାନେ ନେଉଥିବା ଦେଖି ଅଟକିଥିଲେ ମନ୍ତ୍ରୀ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଗୋ ଚାଲାଣ କାରୀଙ୍କୁ ତାଗିତ କରିଥିଲେ । ଏହି ସମୟରେ ପାଖରେ ଥିଲେ ଗଜପତି […] The post ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ… appeared first on Dharitri Odia News.
ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲାସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ମୋହନା ଆସୁଥିଲେ ।ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗୋରୁ ଗାଇଙ୍କୁ ରାସ୍ତାରେ ଚଲାଇ ଚଳାଇ ଗୋରୁ ଚାଲାଣକାରୀ ମାନେ ନେଉଥିବା ଦେଖି ଅଟକିଥିଲେ ମନ୍ତ୍ରୀ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଗୋ ଚାଲାଣ କାରୀଙ୍କୁ ତାଗିତ କରିଥିଲେ । ଏହି ସମୟରେ ପାଖରେ ଥିଲେ ଗଜପତି ଜିଲାପାଳ ଓ ପୋଲିସ ବାହିନୀ l ଜିଲାରୁ ଗୋ ଚାଲାଣ ରୋକିବାକୁ ପଦକ୍ଷେପ ନେବାପାଇଁ ପ୍ରଶାସନ କୁ ତାଗିତ କରିଥିଲେ ମନ୍ତ୍ରୀ । ଏହାପରେ ଚାଲାଣ ହେଉଥିବା ସମସ୍ତ ଗୋରୁକୁ ପୋଲିସ ଜିମା ଦେଇଥିଲେ ।
The post ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ… appeared first on Dharitri Odia News.