ରାସ୍ତାରେ ଡିଭାଇଡରକୁ ପିଟିଲା ବାଇକ, ଦୁଇ ଆରୋହୀଙ୍କ ମୃତ୍ୟୁ

ଜଗତସିଂହପୁର : ରାସ୍ତାରେ ଡିଭାଇଡରକୁ ପିଟିଲା ବାଇକ । ଦୁଇ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନୂଆପଡା ଛକ ନିକଟରେ ଦୁର୍ଘଟଣା  । ମୃତ ଓ ଆହତ ଯୁବକଙ୍କ ଘର ରଘୁନାଥପୁର ବ୍ଲକ ଗୋକୁଳପୁର ଗାଁରେ। ୩ ଜଣ ଯୁବକ ତିର୍ତ୍ତୋଲରୁ ଏକ ପଲସର ବାଇକରେ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ଜଣଙ୍କୁ ମଣିଜଙ୍ଗା […] The post ରାସ୍ତାରେ ଡିଭାଇଡରକୁ ପିଟିଲା ବାଇକ, ଦୁଇ ଆରୋହୀଙ୍କ ମୃତ୍ୟୁ appeared first on KNews Odisha.

ରାସ୍ତାରେ ଡିଭାଇଡରକୁ ପିଟିଲା ବାଇକ, ଦୁଇ ଆରୋହୀଙ୍କ ମୃତ୍ୟୁ
bike

ଜଗତସିଂହପୁର : ରାସ୍ତାରେ ଡିଭାଇଡରକୁ ପିଟିଲା ବାଇକ । ଦୁଇ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନୂଆପଡା ଛକ ନିକଟରେ ଦୁର୍ଘଟଣା  । ମୃତ ଓ ଆହତ ଯୁବକଙ୍କ ଘର ରଘୁନାଥପୁର ବ୍ଲକ ଗୋକୁଳପୁର ଗାଁରେ। ୩ ଜଣ ଯୁବକ ତିର୍ତ୍ତୋଲରୁ ଏକ ପଲସର ବାଇକରେ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ଜଣଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ମୃତକଙ୍କ ନାଁ ରୁଦ୍ରନାରାୟଣ ଜେନା ଓ ତୋଫାନ ଜେନା ।

The post ରାସ୍ତାରେ ଡିଭାଇଡରକୁ ପିଟିଲା ବାଇକ, ଦୁଇ ଆରୋହୀଙ୍କ ମୃତ୍ୟୁ appeared first on KNews Odisha.