ରାହୁଲ ବିରୋଧୀ ଦଳ ନେତା ହେବା ପରେ ଶରଦ କହିଲେ…

ନୂଆଦିଲ୍ଲୀ,୨୬।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଲୋକ ସଭାର ବିରୋଧୀ ଦଳର ନେତା ହୋଇଛନ୍ତି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର ଅଭିନନ୍ଦନ ଜଣାଇଛନ୍ତି। ବୁଧବାର ସେ କହିଛନ୍ତ, ଲୋକମାନେ ଏଥିରୁ ଉପକୃତ ହେବେ ବୋଲି ଆଶା କରାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶରଦ ପାୱାର ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀଦଳର ନେତା ଭାବରେ ଅଭିନନ୍ଦନ। ଭାରତ ଯୋଡୋ ଯାତ୍ରାରୁ ମିଳିଥିବା ଅଭିଜ୍ଞତା ଉପଯୋଗୀ ହେବ । ସମ୍ବିଧାନ ତଥା ଲୋକଙ୍କ […] The post ରାହୁଲ ବିରୋଧୀ ଦଳ ନେତା ହେବା ପରେ ଶରଦ କହିଲେ… appeared first on Dharitri Odia News.

ରାହୁଲ ବିରୋଧୀ ଦଳ ନେତା ହେବା ପରେ ଶରଦ କହିଲେ…

ନୂଆଦିଲ୍ଲୀ,୨୬।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଲୋକ ସଭାର ବିରୋଧୀ ଦଳର ନେତା ହୋଇଛନ୍ତି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର ଅଭିନନ୍ଦନ ଜଣାଇଛନ୍ତି। ବୁଧବାର ସେ କହିଛନ୍ତ, ଲୋକମାନେ ଏଥିରୁ ଉପକୃତ ହେବେ ବୋଲି ଆଶା କରାଯାଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶରଦ ପାୱାର ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀଦଳର ନେତା ଭାବରେ ଅଭିନନ୍ଦନ। ଭାରତ ଯୋଡୋ ଯାତ୍ରାରୁ ମିଳିଥିବା ଅଭିଜ୍ଞତା ଉପଯୋଗୀ ହେବ । ସମ୍ବିଧାନ ତଥା ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ହୃଦୟସ୍ପର୍ଶୀ ଯାତ୍ରା ପାଇଁ ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ।

The post ରାହୁଲ ବିରୋଧୀ ଦଳ ନେତା ହେବା ପରେ ଶରଦ କହିଲେ… appeared first on Dharitri Odia News.