ରାହୁଲ ଭାଜପାର ବଡ଼ ଷ୍ଟାର ପ୍ରଚାରକ: କହିଲେ ହିମନ୍ତ…
ଗୁଆହାଟୀ,୨୯।୧ : ଗତ କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଜାରି ରହିଛି। କଂଗ୍ରେସ ହିମନ୍ତଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହୁଥିବାବେଳେ ସେ କଂଗ୍ରେସକୁ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧୀ ଭାଜପାର ପାଇଁ ବଡ଼ ଷ୍ଟାର ପ୍ରଚାରକ। ରାହୁଲ ଯେଉଁଠାକୁ ଯାଆନ୍ତି ସେଠାରୁ କଂଗ୍ରେସର ପାଦଚିହ୍ନ ଅଦୃଶ୍ୟ ହୋଇଯାଏ। ସେ ଅହଂକାରୀ ଏବଂ ତାଙ୍କରା […] The post ରାହୁଲ ଭାଜପାର ବଡ଼ ଷ୍ଟାର ପ୍ରଚାରକ: କହିଲେ ହିମନ୍ତ… appeared first on Dharitri Odia News.
ଗୁଆହାଟୀ,୨୯।୧ : ଗତ କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଜାରି ରହିଛି। କଂଗ୍ରେସ ହିମନ୍ତଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହୁଥିବାବେଳେ ସେ କଂଗ୍ରେସକୁ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି।
ସେ କହିଛନ୍ତି ରାହୁଲ ଗାନ୍ଧୀ ଭାଜପାର ପାଇଁ ବଡ଼ ଷ୍ଟାର ପ୍ରଚାରକ। ରାହୁଲ ଯେଉଁଠାକୁ ଯାଆନ୍ତି ସେଠାରୁ କଂଗ୍ରେସର ପାଦଚିହ୍ନ ଅଦୃଶ୍ୟ ହୋଇଯାଏ। ସେ ଅହଂକାରୀ ଏବଂ ତାଙ୍କରା ନେତୃତ୍ୱ ନେବାର କ୍ଷମତା ନାହିଁ। ସେ କାହାକୁ ପ୍ରେରଣା ଦେଇ ପାରିବେ ନାହିଁ । ପ୍ରକୃତରେ ରାହୁଲ ଆମ ପ୍ରଚାରକ ବୋଲି ହିମନ୍ତ କହିଛନ୍ତି।
Rahul Gandhi is our star campaigner! pic.twitter.com/aEw2B2c4op
— Himanta Biswa Sarma (@himantabiswa) January 28, 2024
भारत के सबसे भ्रष्ट मुख्यमंत्री के चर्चे असम में हर ज़बान पर हैं, पर भ्रष्टाचार के इस पेड़ की जड़ दिल्ली में है।
ये मोदी का ‘कठपुतली मॉडल’ है, जहां मुख्यमंत्रियों का काम राज्य के संसाधनों को निचोड़ कर उसका चढ़ावा दिल्ली दरबार में अर्पित करना है।
हम एक ऐसी व्यवस्था चाहते हैं… pic.twitter.com/dE9FjwAUXY
— Rahul Gandhi (@RahulGandhi) January 20, 2024
The post ରାହୁଲ ଭାଜପାର ବଡ଼ ଷ୍ଟାର ପ୍ରଚାରକ: କହିଲେ ହିମନ୍ତ… appeared first on Dharitri Odia News.