ରାୟଗଡ଼ା ମୁନିଗୁଡ଼ାରେ ବେକକାଟି ଟ୍ରକ୍ ଚାଳକର ଆତ୍ମହତ୍ୟା ଉଦ୍ୟମ : କାରଣ ଅସ୍ପଷ୍ଟ

କନକବ୍ୟୁରୋ : ବେକକାଟି ଟ୍ରକ ଚାଳକଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ରାୟଗଡାରୁ ମୁନିଗୁଡା ସାମ୍ନାକୁ ଆସିଛି ଏଭଳି ଅଘଟଣ । ଭାରତ ଗ୍ୟାସ ଦେଇ ଆମ୍ବଦଳାରୁ ପାରଳାଖେମୁଣ୍ଡି ଫେରବା ବାଟରେ ଏଭଳି କାଣ୍ଡ ଭିଆଇଛନ୍ତି ଟ୍ରକ ଚାଳକ ମନମୋହନ ବିଶ୍ୱାଳ   ।  ତାଙ୍କ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ମୁନିଗୁଡା ଡ୍ରାଇଭର ସଙ୍ଘ । ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି ।  ତେବେ କାହିଁକି ଚାଳକ ଏଭଳି କାଣ୍ଡ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।  