ରିଜେକ୍ଟ ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ରିଜେକ୍ଟ ହୋଇଥିବା ହିତାଧିକାରୀଙ୍କ ପାଇଁ ତିଆରି ହେବ ଗାଇଡଲାଇନ୍ । ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଅଯୋଗ୍ୟ ହୋଇଥିବା ହିତାଧିକାରୀ ମାନେ କେଉଁଭଳି ଭାବରେ ପୁଣି ଠାରେ ଯୋଜନାରେ ସାମିଲ ସାମିଲ ହେଇପାରିବେ ସେନେଇ ନୂଆ ଗାଇଡ଼ ଲାଇନ ଆସିବ । ଏନେଇ ଆଜି ଦିନ ୩ଟା ରେ ବିଭାଗୀୟ ବୈଠକ ଅନୁଷ୍ଠିତ […]

ରିଜେକ୍ଟ ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ – ଉପମୁଖ୍ୟମନ୍ତ୍ରୀ
ରିଜେକ୍ଟ ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ - ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ରିଜେକ୍ଟ ହୋଇଥିବା ହିତାଧିକାରୀଙ୍କ ପାଇଁ ତିଆରି ହେବ ଗାଇଡଲାଇନ୍ । ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଅଯୋଗ୍ୟ ହୋଇଥିବା ହିତାଧିକାରୀ ମାନେ କେଉଁଭଳି ଭାବରେ ପୁଣି ଠାରେ ଯୋଜନାରେ ସାମିଲ ସାମିଲ ହେଇପାରିବେ ସେନେଇ ନୂଆ ଗାଇଡ଼ ଲାଇନ ଆସିବ । ଏନେଇ ଆଜି ଦିନ ୩ଟା ରେ ବିଭାଗୀୟ ବୈଠକ ଅନୁଷ୍ଠିତ ହେବ । ସୁଭଦ୍ରାରେ ଅଯୋଗ୍ୟ ଘୋଷିତ ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ । ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ ଆଜି ଗାଇଡଲାଇନ ଆସିବ ଏବଂ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।