ରିପୋର୍ଟ ମାଗିଲା ସିଏମଓ, ଗାଦିମଡ଼ା ଅଫିସର ଥରହର

ସିଏମଓ ମାଗିଲା ତାଲିକା: ନୂଆ ସରକାରରେ କାହାକୁ କେଉଁଠି ଥଇଥାନ କରିଛ, ତୁରନ୍ତ ଜଣାଅ

ରିପୋର୍ଟ ମାଗିଲା ସିଏମଓ, ଗାଦିମଡ଼ା ଅଫିସର ଥରହର

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କେଉଁ କର୍ମଚାରୀ ଓ ଅଫିସରଙ୍କୁ କେଉଁଠି ଥଇଥାନ କରାଯାଇଛି, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ରିପୋର୍ଟ ତଲବ କରିଛି । ଦେଖନ୍ତୁ ପୂରା ରିପୋର୍ଟ।