ରିଭଲଭର ସହ କାର ଜବତ, ଅଭିଯୁକ୍ତ ଗିରଫ

ବନ୍ଧୁକ ବେପାରୀ ଗିରଫ। ବିରୂପା ନଦୀ ପୋଲ ଉପରୁ ଧରିଲା ଜଗତପୁର ଥାନା ପୋଲିସ। ଗ୍ରାହକଙ୍କୁ ବନ୍ଧୁକ ବିକ୍ରୀ ପାଇଁ ଅପେକ୍ଷା କରିଥିଲା ଅଭିଯୁକ୍ତ। ଏକ ରିଭଲଭର  ସହ  ଦାମୀ କାର ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ପିଙ୍କୁ ଆଲିଆସ ପ୍ରିୟବ୍ରତ ସାମଲ। ପୂର୍ବରୁ ଏହି ଗ୍ୟାଙ୍ଗର ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା ଏହି ଗ୍ୟାଙ୍ଗ। ଏଟିଏମ ଲୁଟ  ପାଇଁ ଯୋଜନା […] The post ରିଭଲଭର ସହ କାର ଜବତ, ଅଭିଯୁକ୍ତ ଗିରଫ appeared first on KNews Odisha.

ରିଭଲଭର ସହ କାର ଜବତ, ଅଭିଯୁକ୍ତ ଗିରଫ
gun

ବନ୍ଧୁକ ବେପାରୀ ଗିରଫ। ବିରୂପା ନଦୀ ପୋଲ ଉପରୁ ଧରିଲା ଜଗତପୁର ଥାନା ପୋଲିସ। ଗ୍ରାହକଙ୍କୁ ବନ୍ଧୁକ ବିକ୍ରୀ ପାଇଁ ଅପେକ୍ଷା କରିଥିଲା ଅଭିଯୁକ୍ତ। ଏକ ରିଭଲଭର  ସହ  ଦାମୀ କାର ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ପିଙ୍କୁ ଆଲିଆସ ପ୍ରିୟବ୍ରତ ସାମଲ। ପୂର୍ବରୁ ଏହି ଗ୍ୟାଙ୍ଗର ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା ଏହି ଗ୍ୟାଙ୍ଗ। ଏଟିଏମ ଲୁଟ  ପାଇଁ ଯୋଜନା କରୁଥିଲେ ବୋଲି  ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ ସୂଚନା ଦେଇଛନ୍ତି ।

The post ରିଭଲଭର ସହ କାର ଜବତ, ଅଭିଯୁକ୍ତ ଗିରଫ appeared first on KNews Odisha.