ରୁବେନ ବାନାର୍ଜୀଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ

ବର୍ଷ ବର୍ଷ ଧରି ନବୀନଙ୍କୁ ଭେଟି ନାହାନ୍ତି। କିନ୍ତୁ ନବୀନଙ୍କ ବିଷୟରେ ବହି ଲେଖିଛନ୍ତି। ବିରୋଧୀ ଓ ଚା ଖଟିରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନଙ୍କ ଜୀବନୀ ଉପରେ ବହି ଲେଖିଛନ୍ତି। କାହା ଉପରେ କିଛି ଲେଖିଲେ ତାଙ୍କ ମତାମତ ସହ ସୋର୍ସ ଉଲ୍ଲେଖ ଜରୁରୀ। କିନ୍ତୁ ବହିରେ ସେମିତି କିଛି କଥା ନାହିଁ। ଏହି ବହିକୁ ବିଜେଡି ପ୍ରତ୍ୟାଖ୍ୟାନ କରୁଛି। ଓଡ଼ିଶାବାସୀ ମଧ୍ୟ ପ୍ରତ୍ୟାଖାନ କରିବେ ବୋଲି କହିଛନ୍ତି […] The post ରୁବେନ ବାନାର୍ଜୀଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ appeared first on KNews Odisha.

ରୁବେନ ବାନାର୍ଜୀଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ
naveen

ବର୍ଷ ବର୍ଷ ଧରି ନବୀନଙ୍କୁ ଭେଟି ନାହାନ୍ତି। କିନ୍ତୁ ନବୀନଙ୍କ ବିଷୟରେ ବହି ଲେଖିଛନ୍ତି। ବିରୋଧୀ ଓ ଚା ଖଟିରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନଙ୍କ ଜୀବନୀ ଉପରେ ବହି ଲେଖିଛନ୍ତି। କାହା ଉପରେ କିଛି ଲେଖିଲେ ତାଙ୍କ ମତାମତ ସହ ସୋର୍ସ ଉଲ୍ଲେଖ ଜରୁରୀ। କିନ୍ତୁ ବହିରେ ସେମିତି କିଛି କଥା ନାହିଁ। ଏହି ବହିକୁ ବିଜେଡି ପ୍ରତ୍ୟାଖ୍ୟାନ କରୁଛି। ଓଡ଼ିଶାବାସୀ ମଧ୍ୟ ପ୍ରତ୍ୟାଖାନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେପଟେ ବହୁବର୍ଷ ଧରି ନବୀନଙ୍କୁ ଭେଟି ନଥିବା ସ୍ବୀକାର କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ।

The post ରୁବେନ ବାନାର୍ଜୀଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ appeared first on KNews Odisha.