ରେଭେନ୍ସା ରାଗିଂ ଘଟଣା; ୧୦ ଜଣ ଛାତ୍ରଙ୍କ ଉପରୁ ଉଠିଲା ନିଲମ୍ବନ

ରେଭେନ୍ସା ରାଗିଂ ଅଭିଯୋଗ ଘଟଣା ପରେ ତାତିଥିଲେ ଛାତ୍ରଛାତ୍ରୀ । ଘଟଣା ପ୍ରତିବାଦରେ କୁଳପତିଙ୍କ କାର୍ଯ୍ୟାଳୟର ଆଗରେ ପ୍ରଥମବର୍ଷ ଓ ତୃତୀୟ ବର୍ଷ ଇଷ୍ଟ ହଷ୍ଟେଲ ୟୁଜି ଛାତ୍ରମାନେ ଧାରଣା ଦେଇଥିଲେ । ରେଭେନସାରେ ଆସିଥିବା ରାଗିଂ ଘଟଣାରେ ସକାଳେ ଟ୍ବିଷ୍ଟ ଆଣି ଆମକୁ ରାଗିଂ ଅଭିଯୋଗ ପାଇଁ ବାଧ୍ୟ କରାଯାଉଛି ବୋଲି କହିଥିଲେ ସଂପୃକ୍ତ ଛାତ୍ର ।

ରେଭେନ୍ସା ରାଗିଂ ଘଟଣା; ୧୦ ଜଣ ଛାତ୍ରଙ୍କ ଉପରୁ ଉଠିଲା ନିଲମ୍ବନ
Array