‘ରେମାଲ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୪ ଘଣ୍ଟା ଧରି ତାଣ୍ଡବ ରଚିବ
କୋଲକାତା: ସିଭିୟର ସାଇକ୍ଲୋନ୍ ରେମାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ରେମାଲ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଥିବା ସ୍ଥଳଭାଗରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ଏକ୍ସରେ ସୂଚନା ଦେଇଛନ୍ତି।#Landfall process #StartedForward sector of wall cloud region is entering into land. The #landfall process has commenced over coastal areas of Bangladesh and adjoining West Bengal. It will continue for next 4 hours. pic.twitter.com/OTSMQbjoES— usd (@usd0705) May 26, 2024ସେହିପରି ବାଂଲାଦେଶ ପାଣିପାଗ ବିଭାଗ ନିର୍ଦ୍ଦେଶକ ଅଜିଜୁର୍ ରେହମାନ କହିଛନ୍ତି ଯେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଉପକୂଳରେ ଘଣ୍ଟାପ୍ରତି ପବନର ବେଗ ୯୦ କିମି ରହିଛି। କ୍ରମଶଃ ଏହାର ବେଗ ଧିରେ ଧିରେ ବୃଦ୍ଧି ପାଇବ। ଏହାପରେ ସମାନ୍ତରାଳ ଭାବେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ସିଭିୟର ସାଇକ୍ଲୋନ୍ ଭାବରେ ବାତ୍ୟା ରେମାଲ ଏହା ସ୍ଥଳଭାଗ ଅତିକ୍ରମ କରିବ। ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଏହାର ପ୍ରକୋପ ରହିବ।
କୋଲକାତା: ସିଭିୟର ସାଇକ୍ଲୋନ୍ ରେମାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ରେମାଲ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଥିବା ସ୍ଥଳଭାଗରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ଏକ୍ସରେ ସୂଚନା ଦେଇଛନ୍ତି।
#Landfall process #Started
Forward sector of wall cloud region is entering into land. The #landfall process has commenced over coastal areas of Bangladesh and adjoining West Bengal. It will continue for next 4 hours. pic.twitter.com/OTSMQbjoES— usd (@usd0705) May 26, 2024
ସେହିପରି ବାଂଲାଦେଶ ପାଣିପାଗ ବିଭାଗ ନିର୍ଦ୍ଦେଶକ ଅଜିଜୁର୍ ରେହମାନ କହିଛନ୍ତି ଯେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଉପକୂଳରେ ଘଣ୍ଟାପ୍ରତି ପବନର ବେଗ ୯୦ କିମି ରହିଛି। କ୍ରମଶଃ ଏହାର ବେଗ ଧିରେ ଧିରେ ବୃଦ୍ଧି ପାଇବ।
ଏହାପରେ ସମାନ୍ତରାଳ ଭାବେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ସିଭିୟର ସାଇକ୍ଲୋନ୍ ଭାବରେ ବାତ୍ୟା ରେମାଲ ଏହା ସ୍ଥଳଭାଗ ଅତିକ୍ରମ କରିବ। ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଏହାର ପ୍ରକୋପ ରହିବ।