ରେରା ଆଇନରେ ସତରେ ଆବଶ୍ୟକ କି ସଂଶୋଧନ ?
2016ରୁ ଲାଗୁ ହୋଇଥିବା ରିଅଲ ଇଷ୍ଟେଟ୍ ନିୟାମକ ଆଇନ ବା ରେରା ଆଇନରେ ସତରେ ଆବଶ୍ୟକ କି ସଂଶୋଧନ ? ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରେରା ଆଇନ ଯୋଗୁଁ ଜମି କିଣାବିକା ନେଇ ଲୋକେ ହଇରାଣ ହେଉଥିବା ଦର୍ଶାଇ ଏଥିରେ ସଂଶୋଧନ ଦରକାର ବୋଲି ମନ୍ତବ୍ୟ ଦେବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା। ତେବେ ରିଅଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା, କେନ୍ଦ୍ର କ୍ଷମତାରେ ଥିବା ରେରା ଆଇନ ସଂଶୋଧନ କରିବା ପାଇଁ ଚିନ୍ତା ନ କରି ଆଇନର କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଅନ୍ତୁ ସରକାର।…