ରେଳ ଧାରଣାରେ ପଡିଛି ଦୁଇ ଅଚିହ୍ନା ମୃତଦେହ, ଛାନଭିନ ଆରମ୍ଭ କଲା ଜିଆରପି

ସୋର ୯।୭: ରେଳ ଧାରଣାରେ ପଡିଛି ଦୁଇ ଅଚିହ୍ନା ମୃତଦେହ । ବାଲେଶ୍ୱର ଜିଲ୍ଲା ସୋର ରେଳ ଧାରଣା ବାହାନଗା ବ୍ଲକ୍ ଦାଣ୍ଡହରିପୁର ଲେବଲ କ୍ରସିଂ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ । ତଦନ୍ତ ଆରମ୍ଭ କଲା ରେଳବାଇ ପୋଲିସ ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ରେଳ ଧାରଣା ବାହାନଗା ବ୍ଲକ୍ ଦାଣ୍ଡହରିପୁର ଲେବଲ କ୍ରସିଂ ନିକଟ ରେଳ ଧାରଣାରେ ପଡିଛି ଦୁଇ ମୃତଦେହ । ରେଳ ଧାରଣାରେ ଦୁଇ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ପୁରୀ-ହାୱଡ଼ା ଏକ୍ସପ୍ରେସ୍ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।You Can Read:ମନ୍ଦିର ସମ୍ମୁଖରୁ ପୂଜକଙ୍କ ଠାରୁ ଲୁଟ୍, ସୁନା ଚେନ୍ ନେଇ ଫେରାର ମାରିଲେ ଲୁଟେରା

ରେଳ ଧାରଣାରେ ପଡିଛି ଦୁଇ ଅଚିହ୍ନା ମୃତଦେହ, ଛାନଭିନ ଆରମ୍ଭ କଲା ଜିଆରପି

ସୋର ୯: ରେଳ ଧାରଣାରେ ପଡିଛି ଦୁଇ ଅଚିହ୍ନା ମୃତଦେହ । ବାଲେଶ୍ୱର ଜିଲ୍ଲା ସୋର ରେଳ ଧାରଣା ବାହାନଗା ବ୍ଲକ୍ ଦାଣ୍ଡହରିପୁର ଲେବଲ କ୍ରସିଂ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ । ତଦନ୍ତ ଆରମ୍ଭ କଲା ରେଳବାଇ ପୋଲିସ ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ରେଳ ଧାରଣା ବାହାନଗା ବ୍ଲକ୍ ଦାଣ୍ଡହରିପୁର ଲେବଲ କ୍ରସିଂ ନିକଟ ରେଳ ଧାରଣାରେ ପଡିଛି ଦୁଇ ମୃତଦେହ । ରେଳ ଧାରଣାରେ ଦୁଇ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ପୁରୀ-ହାୱଡ଼ା ଏକ୍ସପ୍ରେସ୍ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

You Can Read:

ମନ୍ଦିର ସମ୍ମୁଖରୁ ପୂଜକଙ୍କ ଠାରୁ ଲୁଟ୍, ସୁନା ଚେନ୍ ନେଇ ଫେରାର ମାରିଲେ ଲୁଟେରା