୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର, ନିୟମିତ ହେବେ ୫୦୪ ଜଣ ଅଙ୍ଗନବାଡ଼ି ସୁପରଭାଇଜର

ଭୁବନେଶ୍ବର: ଆଠ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ଗୁରୁବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ଜଳ ପରିଚାଳନା ନେଇ ଜଳ ସଂପଦର ବିଭାଗର ପ୍ରସ୍ତାବ, ICDS ଅଧୀନରେ ଠିକା କର୍ମଚାରୀ ଭାବେ କରୁ ୫୦୪ଜଣ ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ନିୟମିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିଭଳି ସ୍ବାସ୍ଥ୍ୟ ବିଭାଗର ୬ ପ୍ରସ୍ତାବ ଉପରେ ମଧ୍ୟ ମୋହାର ବାଜିଛି। ଯେଉଁଥିରେ ସ୍ବାସ୍ଥ୍ୟ ବିଭାଗର ୬, ନର୍ସ ଲ୍ୟାବ୍‌ ଟେକ୍ନିସିଆନଙ୍କୁ ପଦୋନ୍ନତି ସୁବିଧା ରହିଛି। Also Read: ବଢିଲା ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କର୍ମୀଙ୍କ ଦରମା, ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ The post ୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର, ନିୟମିତ ହେବେ ୫୦୪ ଜଣ ଅଙ୍ଗନବାଡ଼ି ସୁପରଭାଇଜର appeared first on Prameya News7.

୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର, ନିୟମିତ ହେବେ ୫୦୪ ଜଣ ଅଙ୍ଗନବାଡ଼ି ସୁପରଭାଇଜର

ଭୁବନେଶ୍ବର: ଆଠ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ଗୁରୁବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ଜଳ ପରିଚାଳନା ନେଇ ଜଳ ସଂପଦର ବିଭାଗର ପ୍ରସ୍ତାବ, ICDS ଅଧୀନରେ ଠିକା କର୍ମଚାରୀ ଭାବେ କରୁ ୫୦୪ଜଣ ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ନିୟମିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିଭଳି ସ୍ବାସ୍ଥ୍ୟ ବିଭାଗର ୬ ପ୍ରସ୍ତାବ ଉପରେ ମଧ୍ୟ ମୋହାର ବାଜିଛି। ଯେଉଁଥିରେ ସ୍ବାସ୍ଥ୍ୟ ବିଭାଗର ୬, ନର୍ସ ଲ୍ୟାବ୍‌ ଟେକ୍ନିସିଆନଙ୍କୁ ପଦୋନ୍ନତି ସୁବିଧା ରହିଛି।

Also Read: ବଢିଲା ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କର୍ମୀଙ୍କ ଦରମା, ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ

The post ୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର, ନିୟମିତ ହେବେ ୫୦୪ ଜଣ ଅଙ୍ଗନବାଡ଼ି ସୁପରଭାଇଜର appeared first on Prameya News7.