ରେଳ ଷ୍ଟେସନରେ ହାଇଆଲର୍ଟ, ପ୍ଲାଟଫର୍ମରେ ଚାଲିଛି ସରଜମିନ ତଲାସୀ । civil defence mock drill, Cuttack.

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ପାଇଁ ସାଇରନ ବାଜିବା ପରେ ଟୁଇନ ସିଟି ରେଳ ଷ୍ଟେସନ ରେ ହାଇଆଲର୍ଟ ଜାରି । ଟ୍ରେନ ସହ ପ୍ଲାଟଫର୍ମରେ ପୁଙ୍ଖାନୁପୁଙ୍ଖ ଭାବରେ ଚାଲିଛି ସରଜମିନ ତଲାସୀ । ସବୁ ବ୍ୟାଗ, ଅଜଣା ଲୋକଙ୍କୁ ପଚରାଉ