ରେଳଧାରଣା ଉଡ଼ାଇଲେ ମାଓବାଦୀ
ସୁନ୍ଦରଗଡ଼,୨୨ା୧୨: ସୀମାନ୍ତ ଝାଡ଼ଖଣ୍ଡରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେଇଛନ୍ତି। ଫଳରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ମନୋହରପୁର, ଚକ୍ରଧରପୁର ଏବଂ ରାଉରକେଲା ଷ୍ଟେଶନରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଛି। ଅନ୍ୟପକ୍ଷରେ ମାଓବାଦୀମାନେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହା ପୂର୍ବରୁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଛନ୍ତି। The post ରେଳଧାରଣା ଉଡ଼ାଇଲେ ମାଓବାଦୀ appeared first on Dharitri Odia News.
ସୁନ୍ଦରଗଡ଼,୨୨ା୧୨: ସୀମାନ୍ତ ଝାଡ଼ଖଣ୍ଡରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେଇଛନ୍ତି। ଫଳରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ମନୋହରପୁର, ଚକ୍ରଧରପୁର ଏବଂ ରାଉରକେଲା ଷ୍ଟେଶନରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଛି। ଅନ୍ୟପକ୍ଷରେ ମାଓବାଦୀମାନେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହା ପୂର୍ବରୁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଛନ୍ତି।
The post ରେଳଧାରଣା ଉଡ଼ାଇଲେ ମାଓବାଦୀ appeared first on Dharitri Odia News.