ରେଳଧାରଣା କଡ଼ରୁ ମିଳିଲା ବିଶିଷ୍ଟ ସୁନା ବ୍ୟବସାୟୀ

ବଲଙ୍ଗୀର,୧୫ା୧(ସୁନୀଲ କୁମାର ମହାନ୍ତି): ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଜବତ କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଟ୍ରେନ୍‌ରୁ ଖସି ପଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। The post ରେଳଧାରଣା କଡ଼ରୁ ମିଳିଲା ବିଶିଷ୍ଟ ସୁନା ବ୍ୟବସାୟୀ appeared first on Dharitri Odia News.

ରେଳଧାରଣା କଡ଼ରୁ ମିଳିଲା ବିଶିଷ୍ଟ ସୁନା ବ୍ୟବସାୟୀ

ବଲଙ୍ଗୀର,୧୫ା୧(ସୁନୀଲ କୁମାର ମହାନ୍ତି): ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଜବତ କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଟ୍ରେନ୍‌ରୁ ଖସି ପଡ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

The post ରେଳଧାରଣା କଡ଼ରୁ ମିଳିଲା ବିଶିଷ୍ଟ ସୁନା ବ୍ୟବସାୟୀ appeared first on Dharitri Odia News.