ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର ଆହତ
ବେଙ୍ଗାଲୁରୁ,୧।୩: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳର ରମେଶ୍ୱରାମ କାଫେରେ ଏକ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅତି କମରେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ତିନିଜଣ କର୍ମଚାରୀ ଏବଂ ଜଣେ ଗ୍ରାହକ ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ବ୍ୟାଗରେ ରଖାଯାଇଥିବା କିଛି ଜିନିଷରେ ରାତି ପ୍ରାୟ ୧ଟାରେ ବିସ୍ଫୋରଣ ହୋଇଥିଲା। କୁହାଯାଉଛି ଯେ ରମେଶ୍ୱରମ କାଫେରେ ବିସ୍ଫୋରଣ ପରେ ହ୍ବାଇଟଫିଲ୍ଡ ଅଞ୍ଚଳର ଡେପୁଟି କମିଶନର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି କାଫେ ବେଙ୍ଗାଲୁରୁର ସବୁଠାରୁ ଲୋକପ୍ରିୟ […] The post ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର ଆହତ appeared first on Dharitri Odia News.
ବେଙ୍ଗାଲୁରୁ,୧।୩: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳର ରମେଶ୍ୱରାମ କାଫେରେ ଏକ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅତି କମରେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ତିନିଜଣ କର୍ମଚାରୀ ଏବଂ ଜଣେ ଗ୍ରାହକ ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ବ୍ୟାଗରେ ରଖାଯାଇଥିବା କିଛି ଜିନିଷରେ ରାତି ପ୍ରାୟ ୧ଟାରେ ବିସ୍ଫୋରଣ ହୋଇଥିଲା।
କୁହାଯାଉଛି ଯେ ରମେଶ୍ୱରମ କାଫେରେ ବିସ୍ଫୋରଣ ପରେ ହ୍ବାଇଟଫିଲ୍ଡ ଅଞ୍ଚଳର ଡେପୁଟି କମିଶନର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି କାଫେ ବେଙ୍ଗାଲୁରୁର ସବୁଠାରୁ ଲୋକପ୍ରିୟ ଫୁଡ ଜଏଣ୍ଟସ ମଧ୍ୟରୁ ଅନ୍ୟତମ।ରେସ୍ତେରାଁରେ ୩ଜଣ ଲୋକ କାମ କରୁଥିଲେ। ଖାଦ୍ୟ ଖାଇବାକୁ ଆସିଥିବା ଜଣେ ମହିଳାଙ୍କ ସମେତ ୪ଜଣ ଆହତ ହୋଇଥିବା କୁହାଯାଉଛି।
The post ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର ଆହତ appeared first on Dharitri Odia News.