ରୋଗୀଙ୍କୁ ଧରି ଆସୁଥିବା ବେଳେ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ, ଆଉ ତା’ପରେ…

ବୋଡ଼େନ,୨୭ା୩(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ଖଡିଆଳ-ବୋଡ଼େନ ମୁଖ୍ୟ ରାସ୍ତାରେ ଗୁରୁବାର ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଳିଥିବା ସୂଚନା ମୁତାବକ, ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଧରି ହସ୍ପିଟାଲ ଆସୁଥିଲା। ହେଲେ ବାଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା। ଫଳରେ ଆମ୍ବୁଲାନ୍ସରେ ଥିବାକେତେଜଣ ରୋଗୀ ଆହତ ହୋଇଥିଲେ। ସେମନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲକୁ ଆଣି ଭର୍ତ୍ତି କରାଯାଇଛି।   The post ରୋଗୀଙ୍କୁ ଧରି ଆସୁଥିବା ବେଳେ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ, ଆଉ ତା’ପରେ… appeared first on Dharitri Odia News.

ରୋଗୀଙ୍କୁ ଧରି ଆସୁଥିବା ବେଳେ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ, ଆଉ ତା’ପରେ…

ବୋଡ଼େନ,୨୭ା୩(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ଖଡିଆଳ-ବୋଡ଼େନ ମୁଖ୍ୟ ରାସ୍ତାରେ ଗୁରୁବାର ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି।

ମଳିଥିବା ସୂଚନା ମୁତାବକ, ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଧରି ହସ୍ପିଟାଲ ଆସୁଥିଲା। ହେଲେ ବାଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା। ଫଳରେ ଆମ୍ବୁଲାନ୍ସରେ ଥିବାକେତେଜଣ ରୋଗୀ ଆହତ ହୋଇଥିଲେ। ସେମନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲକୁ ଆଣି ଭର୍ତ୍ତି କରାଯାଇଛି।

 

The post ରୋଗୀଙ୍କୁ ଧରି ଆସୁଥିବା ବେଳେ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ, ଆଉ ତା’ପରେ… appeared first on Dharitri Odia News.