ଲଗାଣ ବର୍ଷାରେ ବେହାଲ ଆଠଗଡ ସହର, ଘରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

ଆଠଗଡ ୭।୮: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଆଠଗଡ ସହରର ସ୍ଥିତି ବେହାଲ । ମୁଖ୍ୟ ଡ୍ରେନ୍ ସଫା ନହେବା, ଡ୍ରେନ୍ ଅବରୋଧ କାରଣରୁ ଡ୍ରେନ୍ ପାଣି ପାଚେରୀ ଭାଙ୍ଗିଲା । ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ଭାଙ୍ଗିଲା । ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୫ ଓ୍ବାର୍ଡରେ ଥିବା ଡ୍ରେନ୍ର ଏହି ଅବସ୍ଥା । ଆଠଗଡ-ଚାନ୍ଦବାଲି ଛକ ମୁଖ୍ୟ ରାସ୍ତା ପୁରୁଣା କଟକ-ସମ୍ବଲପୁର ଏବେବି ଲହଡ଼ି ମାରୁଛି ପାଣି । ରାତି ତମାମ ବର୍ଷାରେ ଉପୁଜୁଛି ଏଭଳି ଅବସ୍ଥା । ସକାଳୁ ଜେସିବି ସାହାଯ୍ୟରେ ଡ୍ରେନ୍ ସଫାରେ ଲାଗି ପଡିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ।You Can Read:ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ : ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍

ଲଗାଣ ବର୍ଷାରେ ବେହାଲ ଆଠଗଡ ସହର, ଘରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

ଆଠଗଡ ୭।୮: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଆଠଗଡ ସହରର ସ୍ଥିତି ବେହାଲ । ମୁଖ୍ୟ ଡ୍ରେନ୍ ସଫା ନହେବା, ଡ୍ରେନ୍ ଅବରୋଧ କାରଣରୁ ଡ୍ରେନ୍ ପାଣି ପାଚେରୀ ଭାଙ୍ଗିଲା । ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ଭାଙ୍ଗିଲା । ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୫ ଓ୍ବାର୍ଡରେ ଥିବା ଡ୍ରେନ୍ର ଏହି ଅବସ୍ଥା । ଆଠଗଡ-ଚାନ୍ଦବାଲି ଛକ ମୁଖ୍ୟ ରାସ୍ତା ପୁରୁଣା କଟକ-ସମ୍ବଲପୁର ଏବେବି ଲହଡ଼ି ମାରୁଛି ପାଣି । ରାତି ତମାମ ବର୍ଷାରେ ଉପୁଜୁଛି ଏଭଳି ଅବସ୍ଥା । ସକାଳୁ ଜେସିବି ସାହାଯ୍ୟରେ ଡ୍ରେନ୍ ସଫାରେ ଲାଗି ପଡିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ।

You Can Read:

ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ : ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍