ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୦୩, ଯଶସ୍ବୀଙ୍କ ଅର୍ଦ୍ଧଶତକ, ରୋହିତ, ଶୁବମନ ଆଉଟ୍‌

ବିଶାଖାପାଟନମ,୨।୨: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ହେଉଛି। ଭାରତୀୟ ଦଳ ବର୍ତ୍ତମାନ ୦-୧ ଗୋଲ ପଛରେ ରହିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରେ ଭାରତ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ […] The post ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୦୩, ଯଶସ୍ବୀଙ୍କ ଅର୍ଦ୍ଧଶତକ, ରୋହିତ, ଶୁବମନ ଆଉଟ୍‌ appeared first on Dharitri Odia News.

ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୦୩, ଯଶସ୍ବୀଙ୍କ ଅର୍ଦ୍ଧଶତକ, ରୋହିତ, ଶୁବମନ ଆଉଟ୍‌

ବିଶାଖାପାଟନମ,୨।୨: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ହେଉଛି। ଭାରତୀୟ ଦଳ ବର୍ତ୍ତମାନ ୦-୧ ଗୋଲ ପଛରେ ରହିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରେ ଭାରତ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ଦିନ ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ଦୁଇଟି ଉଇକେଟ୍‌ ହରାଇ ୧୦୩ ରନ୍‌ କରିଛି। ବର୍ତ୍ତମାନ ଯଶସ୍ବୀ ଜସଓ୍ବାଲ ୫୧ ରନ୍‌ ସ୍କୋର ଏବଂ ଶ୍ରେୟସ ଆୟର ୪ ରନ ସ୍କୋର କରି କ୍ରିଜରେ ଅଛନ୍ତି। ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆର ଆରମ୍ଭରୁ ଖରାପ ପ୍ରଦର୍ଶନ ହୋଇଛି। ରୋହିତ ୧୪ରନ୍‌ ସ୍କୋର କରିବା ପରେ ଆଉଟ ହୋଇଛନ୍ତି।

The post ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୦୩, ଯଶସ୍ବୀଙ୍କ ଅର୍ଦ୍ଧଶତକ, ରୋହିତ, ଶୁବମନ ଆଉଟ୍‌ appeared first on Dharitri Odia News.