ଲବ ହାଁସଦା ଗୁମର ଖୋଲିଲେ ସୋଲାମୀ ମୁର୍ମୁଙ୍କ ଭାଇ! Laba Hansda responsible for solomi murmu death; brother.

ଲବ ହାଁସଦା ଗୁମର ଖୋଲିଲେ ସୋଲାମୀ ମୁର୍ମୁଙ୍କ ଭାଇ ! ସୋଲମୀଙ୍କ ମୃତ୍ୟୁ ପାଇଁ ଲବ ଦାୟୀ ବୋଲି ସୋଲମୀଙ୍କ ଭାଇ ଦାବି କରିଛନ୍ତି। ଲବ ହାଁସଦାଙ୍କ ପ୍ରେମିକା ଜଣେ ବାଇକ ରାଇଡର। ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ ।