ଲମତାପୁଟରୁ IED ଜବତ
କୋରାପୁଟ : ଲମତାପୁଟ ଅଞ୍ଚଳରୁ BSF ଯବାନ ଦୁଇଟି ଆଇଇଡି ବିସ୍ପୋରକ ଜବତ କରିଛନ୍ତି । ପଥର ସନ୍ଧିରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି I କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ଖବର BSF ଯବାନ ପାଇଥିଲେ । ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିବା ସମୟରେ ଦୁଇଟି ଆଇଇଡି ବିସ୍ପୋରକ ଜବତ ହୋଇଥିଲା । ସେଥିପାଇଁ ଆନ୍ଧ୍ର ଓଡିଶା ସୀମାନ୍ତରେ BSF ଯବାନମାନେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି […]

କୋରାପୁଟ : ଲମତାପୁଟ ଅଞ୍ଚଳରୁ BSF ଯବାନ ଦୁଇଟି ଆଇଇଡି ବିସ୍ପୋରକ ଜବତ କରିଛନ୍ତି । ପଥର ସନ୍ଧିରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି I କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ଖବର BSF ଯବାନ ପାଇଥିଲେ । ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିବା ସମୟରେ ଦୁଇଟି ଆଇଇଡି ବିସ୍ପୋରକ ଜବତ ହୋଇଥିଲା । ସେଥିପାଇଁ ଆନ୍ଧ୍ର ଓଡିଶା ସୀମାନ୍ତରେ BSF ଯବାନମାନେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟରେ ରୋକ ଲଗାଇବା ପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଉଛି ।