ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍ ର ବୈଠକ ଅନୁଷ୍ଠିତ

ସମ୍ବଲପୁର: ହୀରାକୁଦ ର ଲରପଙ୍କ ସ୍ଥିତ ମାଷ୍ଟର ପଡ଼ା ଖେଳ ପଡିଆ ଠାରେ ନବଗଠିତ ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍ ର ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । ଉକ୍ତ ଅବସର ରେ ହିଣ୍ଡାଲକୋ ସ୍ମେଲ୍ଟର୍ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ବିଶ୍ୱାସ ସିନ୍ଧେ ମୁଖ୍ୟ ଅତିଥି ଭାବରେ ରେ ଯୋଗଦାନ କରି ହିଣ୍ଡାଲକୋ ସ୍ମେଲ୍ଟର ଓ ଲରପଙ୍କ ଆଥଲେଟିକ୍ସ ଦ୍ଵାରା ଲରପଙ୍କ କ୍ରିକେଟ କ୍ଲବ ପାଇଁ ନିର୍ମିତ କ୍ରିକେଟ ପିଚ୍ କୁ ଉଦଘାଟନ […] The post ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍ ର ବୈଠକ ଅନୁଷ୍ଠିତ appeared first on Odisha.News.

ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍ ର  ବୈଠକ ଅନୁଷ୍ଠିତ

ସମ୍ବଲପୁର: ହୀରାକୁଦ ର ଲରପଙ୍କ ସ୍ଥିତ ମାଷ୍ଟର ପଡ଼ା ଖେଳ ପଡିଆ ଠାରେ ନବଗଠିତ ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍ ର ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । ଉକ୍ତ ଅବସର ରେ ହିଣ୍ଡାଲକୋ ସ୍ମେଲ୍ଟର୍ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ବିଶ୍ୱାସ ସିନ୍ଧେ ମୁଖ୍ୟ ଅତିଥି ଭାବରେ ରେ ଯୋଗଦାନ କରି ହିଣ୍ଡାଲକୋ ସ୍ମେଲ୍ଟର ଓ ଲରପଙ୍କ ଆଥଲେଟିକ୍ସ ଦ୍ଵାରା ଲରପଙ୍କ କ୍ରିକେଟ କ୍ଲବ ପାଇଁ ନିର୍ମିତ କ୍ରିକେଟ ପିଚ୍ କୁ ଉଦଘାଟନ କରି ଥିଲେ ।ହିଣ୍ଡାଲକୋ ର ଅଧିକାରୀ ଶ୍ରୀ ଆନନ୍ଦ ଚକ୍ରବର୍ତ୍ତୀ ଓ ସରୋଜ ଆଚାର୍ଯ୍ୟ ଉକ୍ତ ଅବସର ରେ ଉପସ୍ଥିତ ଥିଲେ।କ୍ରୀଡା ର ବିକାଶ ରେ ହିଁ ଯୁବ ସମାଜ ର ବିକାଶ ନିହିତ ବୋଲି ଶ୍ରୀ ସିନ୍ଧେ ଉକ୍ତ ଅବସର ରେ କହି ଥିଲେ।ସମ୍ମାନିତ ଅତିଥି ଭାବରେ ରେ ଶ୍ରୀ ଗୋଲକ ବିହାରୀ ମିଶ୍ର ଯୋଗଦାନ କରି ଥିଲେ।ସର୍ବ ଶ୍ରୀ ସୁରେନ୍ଦ୍ର ଚୌବେ ,ରାଜେନ୍ଦ୍ର ଚୌବେ, ନିରଞ୍ଜନ ସାହୁ,ଭୀମସେନ ଆଇନ୍ଦ୍, ବବନ୍ ସିଂହ,ମହେଶ୍ୱର ବର୍ଗେ, ଶାନ୍ତନୁ ଚୌବେ ,ପ୍ରଣୟ ଦାଶ,କୈଳାଶ ବଗାର,ଜଗନ୍ନାଥ ଓରାମ, ଓ ଲରପଙ୍କ କ୍ରିକେଟ କ୍ଲବ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।

The post ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍ ର ବୈଠକ ଅନୁଷ୍ଠିତ appeared first on Odisha.News.