ଲରପଙ୍କରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ସମ୍ବଲପୁର:ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲରପଙ୍କ ତରଫରୁ ଆଜି ମହମଦପୁର ଗ୍ରାମ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗିତା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ କୁ ବୀରେନ୍ଦ୍ର ସାହୁ ଙ୍କ ତତ୍ୱଵଧାନ ରେ ଆୟୋଜନ କରାଯାଇ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଡାକ୍ତର ସୁନିତ ମହାନ୍ତି ଯୋଗ ଦେଇ ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବିଷୟରେ ସମସ୍ତ କୁ ସଚେତନ କରିବା ସହିତ ସ୍ୱାସ୍ଥ୍ୟ ପ୍ରତି କିଭଳି […] The post ଲରପଙ୍କରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ appeared first on Odisha.News.

ସମ୍ବଲପୁର:ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲରପଙ୍କ ତରଫରୁ ଆଜି ମହମଦପୁର ଗ୍ରାମ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଛି।
ଏହି ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗିତା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ କୁ ବୀରେନ୍ଦ୍ର ସାହୁ ଙ୍କ ତତ୍ୱଵଧାନ ରେ ଆୟୋଜନ କରାଯାଇ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଡାକ୍ତର ସୁନିତ ମହାନ୍ତି ଯୋଗ ଦେଇ ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବିଷୟରେ ସମସ୍ତ କୁ ସଚେତନ କରିବା ସହିତ ସ୍ୱାସ୍ଥ୍ୟ ପ୍ରତି କିଭଳି ଯତ୍ନବାନ ହେବେ ସେହି ବାର୍ତ୍ତା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ରେ ଦୀପାଞ୍ଜଳି ନାୟକ, ଗାୟତ୍ରୀ ପାଣ୍ଡେ, ଜୟନ୍ତୀ ବେହେରା, ଜୟନ୍ତୀ ଭୋଇ, ସୁରଭି ବାଗ ଓ ମହିଳା ଆରୋଗ୍ୟ ସମିତି ର ସଭ୍ୟା ମାନେ ସହଯୋଗ କରିଥିଲେ।
The post ଲରପଙ୍କରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ appeared first on Odisha.News.