ଲହୁଣୀପଡ଼ା ବଡ଼ ପୁରୁଣାପାଣି ଛକରେ ସିରିଜ ଦୁର୍ଘଟଣା, ୯ ଗୁରୁତର
ସୁନ୍ଦରଗଡ଼ : ସିରିଜ ଦୁର୍ଘଟଣା । ୯ ଜଣ ଗୁରୁତର, ୨ ଆହତ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାର ବଡ଼ ପୁରୁଣାପାଣି ଛକରେ ମର୍ମନ୍ତୁଦ ସିରିଜ ସଡକ ଦୁର୍ଘଟଣା । ଲହୁଣୀପଡା ସାପ୍ତାହିକ ବଜାରରୁ ଏକ ଯାତ୍ରୀବାହୀ ଅଟୋ କପଣ୍ଡ ଗାଁକୁ ଫେରୁଥିବାବେଳେ ବାରକୋଟରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ କାର ବଡ଼ପୁରୁଣାପାଣି ଛକରେ ପ୍ରଥମେ ଏକ ବାଇକ ଓ ପରେ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ […] The post ଲହୁଣୀପଡ଼ା ବଡ଼ ପୁରୁଣାପାଣି ଛକରେ ସିରିଜ ଦୁର୍ଘଟଣା, ୯ ଗୁରୁତର appeared first on KNews Odisha.

ସୁନ୍ଦରଗଡ଼ : ସିରିଜ ଦୁର୍ଘଟଣା । ୯ ଜଣ ଗୁରୁତର, ୨ ଆହତ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାର ବଡ଼ ପୁରୁଣାପାଣି ଛକରେ ମର୍ମନ୍ତୁଦ ସିରିଜ ସଡକ ଦୁର୍ଘଟଣା । ଲହୁଣୀପଡା ସାପ୍ତାହିକ ବଜାରରୁ ଏକ ଯାତ୍ରୀବାହୀ ଅଟୋ କପଣ୍ଡ ଗାଁକୁ ଫେରୁଥିବାବେଳେ ବାରକୋଟରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ କାର ବଡ଼ପୁରୁଣାପାଣି ଛକରେ ପ୍ରଥମେ ଏକ ବାଇକ ଓ ପରେ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଆହତଙ୍କୁ ଲହୁଣୀପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୨ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।
The post ଲହୁଣୀପଡ଼ା ବଡ଼ ପୁରୁଣାପାଣି ଛକରେ ସିରିଜ ଦୁର୍ଘଟଣା, ୯ ଗୁରୁତର appeared first on KNews Odisha.