ଲାଇଟ୍ ଲଗେଇଲେ ଦୁଷ୍ମନ ଜାଣିଯିବ, ବି କେୟାର ଫୁଲ! civil defence Mock drill, Ganjam gopalpur.
ଗୋପାଳପୁର ରେ ୱାର ସାଇରନ ବାଜିଲା, ଛାନିଆ ନହେଉ ଲୋକ ଗଲେ ସେଲ୍ଟର କୁ ୪ ଘଟିକା ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ନିକଟରେ କରାଯାଇଥିଲା । ବିପଦ ସଂକେତ ସାଇରନ୍ ବାଜିବା ସମୟରେ ଲୋକେ ନିଜ ଜୀବନକୁ କିଭଳି ସୁରକ୍ଷିତ ରଖିବେ