ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରେଡିଟ୍‌ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ କ୍ୟାଟ୍‌ ରଣବୀରଙ୍କ ପାଖରେ ବସିଥିବାର ନଜିର ଆସିଛନ୍ତି। ଏହି ସମୟରେ ଆରଜେ ଜଣକ ରଣବୀରଙ୍କୁ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ସମୟରେ କ୍ୟାଟ୍‌ ଉପରେ ପଡି ଜବାବ ଦେଉଥିବାର ଦେଖି ରଣବୀର ତାଙ୍କ ଉପରେ ରାଗି ଯାଇଛନ୍ତି। ରଣବୀର କହିଛନ୍ତି, କ୍ୟାଟ୍ରିନା, […] The post ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ… appeared first on Dharitri Odia News.

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରେଡିଟ୍‌ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ କ୍ୟାଟ୍‌ ରଣବୀରଙ୍କ ପାଖରେ ବସିଥିବାର ନଜିର ଆସିଛନ୍ତି। ଏହି ସମୟରେ ଆରଜେ ଜଣକ ରଣବୀରଙ୍କୁ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ସମୟରେ କ୍ୟାଟ୍‌ ଉପରେ ପଡି ଜବାବ ଦେଉଥିବାର ଦେଖି ରଣବୀର ତାଙ୍କ ଉପରେ ରାଗି ଯାଇଛନ୍ତି।

ରଣବୀର କହିଛନ୍ତି, କ୍ୟାଟ୍ରିନା, ସଟ୍‌ ଅପ୍‌। ଏବେ ଚୁପ୍‌ ହୋଇଯାଅ। ମୋତେ ଉତ୍ତର ଦେବାକୁ ଦିଅ। ଏତିକି ଶୁଣି କ୍ୟାଟ୍‌ କହିବାକୁ ଲାଗିଲେ, ରେକର୍ଡିଂ ଆରମ୍ଭ ହୋଇ ସାରିଛି କି? କ୍ୟାମେରା ଅନ୍‌ ଅଛି। ଏହାପରେ ରଣବୀର କହିଲେ, ତୁମେ ସବୁ କଥାରେ ବାଧା ଦେଉଛ। ମୁଁ ତୁମକୁ କିଛି କହିନି। ମୋତେ ମୋ ପ୍ରଶ୍ୱର ଉତ୍ତର ରଖିବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ରହିଛି। କହିରଖୁଛୁ କି, ଏହି ଭାଇରାଲ ଭିଡିଓଟି ପହୁତ ପୁରୁଣା। ‘ଜଗା ଜାସୁସ’ର ପ୍ରମୋଶନ ସମୟର ଏହି ଭିଡିଓଟି ବୋଲି ଜଣାପଡିଛି।

The post ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ… appeared first on Dharitri Odia News.