ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫର ହିଁ ଉଠାଇପାରିବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଟୋ: ହାଇକୋର୍ଟ

କୋଣାର୍କ: କେବଳ ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫରହିଁ ସୂର୍ଯ୍ୟ ମନ୍ଦିରରେ ଉଠାଇପାରିବେ ଫଟୋ । ଜଣିକିଆ ଖଣ୍ଡପୀଠଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ପ୍ରତ୍ନତତ୍ତ୍ୱ ବିଭାଗରୁ ଲାଇସେନ୍ସ ପାଇଥିବା ଫଟୋଗ୍ରାଫରଙ୍କୁ ଅନୁମତି ଦେଲେ ହାଇକୋର୍ଟ। ବିନା ଲାଇସେନ୍ସରେ ଫଟୋ ଉଠାଉଥିବା ୧୫୪ ଜଣଙ୍କ ଆବେଦନ ହାଇକୋର୍ଟରେ ଖାରଜ କରିବା ସହ ୨୦୧୭ ମସିହା ନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଫଟୋଗ୍ରାଫରଙ୍କୁ କେବଳ ଅନୁମତି ଦେଇଛନ୍ତି ହାଇକୋର୍ଟ। Updating...You Can Also Read: ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ MoU ସ୍ୱାକ୍ଷର

ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫର ହିଁ ଉଠାଇପାରିବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଟୋ: ହାଇକୋର୍ଟ

କୋଣାର୍କ: କେବଳ ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫରହିଁ ସୂର୍ଯ୍ୟ ମନ୍ଦିରରେ ଉଠାଇପାରିବେ ଫଟୋ । ଜଣିକିଆ ଖଣ୍ଡପୀଠଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ପ୍ରତ୍ନତତ୍ତ୍ୱ ବିଭାଗରୁ ଲାଇସେନ୍ସ ପାଇଥିବା ଫଟୋଗ୍ରାଫରଙ୍କୁ ଅନୁମତି ଦେଲେ ହାଇକୋର୍ଟ। ବିନା ଲାଇସେନ୍ସରେ ଫଟୋ ଉଠାଉଥିବା ୧୫୪ ଜଣଙ୍କ ଆବେଦନ ହାଇକୋର୍ଟରେ ଖାରଜ କରିବା ସହ ୨୦୧୭ ମସିହା ନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଫଟୋଗ୍ରାଫରଙ୍କୁ କେବଳ ଅନୁମତି ଦେଇଛନ୍ତି ହାଇକୋର୍ଟ। 

Updating...

You Can Also Read: ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ MoU ସ୍ୱାକ୍ଷର