ଲାଞ୍ଚ ନେଉଥିବା ବେଳେ ଆର୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

ବଡବିଲ,୬।୧: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ବିଲେଇପଦା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାରେ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷକ ଫିର୍‌ଏମଡି ଖାନଙ୍କୁ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲା। ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍‌ ତାଙ୍କ ଉପରେ ନଜର ରଖିଥିବା ବେଳେ ଠିକ୍‌ ସମୟରେ କାବୁ କରି ନେଇଥିଲେ। The post ଲାଞ୍ଚ ନେଉଥିବା ବେଳେ ଆର୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌ appeared first on Dharitri Odia News.

ଲାଞ୍ଚ ନେଉଥିବା ବେଳେ ଆର୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

ବଡବିଲ,୬।୧: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ବିଲେଇପଦା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାରେ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷକ ଫିର୍‌ଏମଡି ଖାନଙ୍କୁ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲା। ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍‌ ତାଙ୍କ ଉପରେ ନଜର ରଖିଥିବା ବେଳେ ଠିକ୍‌ ସମୟରେ କାବୁ କରି ନେଇଥିଲେ।

The post ଲାଞ୍ଚ ନେଉଥିବା ବେଳେ ଆର୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌ appeared first on Dharitri Odia News.