ଲାଞ୍ଚ ନେବା ପଡିଲା ମହଙ୍ଗା: ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ଏହି ବଡ଼ ରାୟ ଶୁଣାଇଲେ କୋର୍ଟ

ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ତହସିଲ ଅନ୍ତର୍ଗତ ଲଖନପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହେମସାଗର ମହାପାତ୍ରଙ୍କୁ ୨ବର୍ଷ କାରାଦଣ୍ଡାଦେଶ ହୋଇଛି। ସେ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ମୋ କଡ଼ିଆ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ। ତାଙ୍କ ବିରୋଧରେ ଏକ ଭିଜିଲାନ୍ସ ମାମଲା ଚାଲିଥିଲା। ବୁଧବାର ବରଗଡ଼ ଭିଜିଲାନ୍ସ କୋର୍ଟରେ ଏହାର ଶୁଣାଣି ହୋଇଥିଲା। ବରଗ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ମାମଲା […] The post ଲାଞ୍ଚ ନେବା ପଡିଲା ମହଙ୍ଗା: ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ଏହି ବଡ଼ ରାୟ ଶୁଣାଇଲେ କୋର୍ଟ appeared first on Dharitri Odia News.

ଲାଞ୍ଚ ନେବା ପଡିଲା ମହଙ୍ଗା: ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ଏହି ବଡ଼ ରାୟ ଶୁଣାଇଲେ କୋର୍ଟ

ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ତହସିଲ ଅନ୍ତର୍ଗତ ଲଖନପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହେମସାଗର ମହାପାତ୍ରଙ୍କୁ ୨ବର୍ଷ କାରାଦଣ୍ଡାଦେଶ ହୋଇଛି। ସେ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ମୋ କଡ଼ିଆ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ। ତାଙ୍କ ବିରୋଧରେ ଏକ ଭିଜିଲାନ୍ସ ମାମଲା ଚାଲିଥିଲା। ବୁଧବାର ବରଗଡ଼ ଭିଜିଲାନ୍ସ କୋର୍ଟରେ ଏହାର ଶୁଣାଣି ହୋଇଥିଲା। ବରଗ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ମାମଲା ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

The post ଲାଞ୍ଚ ନେବା ପଡିଲା ମହଙ୍ଗା: ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ଏହି ବଡ଼ ରାୟ ଶୁଣାଇଲେ କୋର୍ଟ appeared first on Dharitri Odia News.