ଲାଲକିଲ୍ଲା ଆମର ...
'ଲାଲକିଲ୍ଲା ଆମର ...ଏହାର ମାଲିକାନାକୁ ନେଇ ମୋର ଆବେଦନକୁ ସୁପ୍ରିମକୋର୍ଟ କୌଣସି ବିଚାର ନକରି ଖାରଜ କରିଦେଇଥିଲେ। ହାଇକୋର୍ଟ ଦୁଇଥର ଆମର ଆବେଦନକୁ ଖାରଜ କରିଦେଇଥିଲେ, ତା\'ପରେ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ। ଆମକୁ କୌଣସି ନ୍ୟାୟ ମିଳିିଲାନି କି ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସାହାଯ୍ୟ ମିଳିଲାନାହିଁ... ଆମେ କୋର୍ଟରେ ଏତେ ଟଙ୍କା ଖର୍ଚ୍ଚ କରିପାରିବୁ ନାହିଁ।' -ରୌଶନ୍ ଆରା