ଲିଙ୍କ୍‌ ରୋଡରେ ଖୋଲିଲା ରିଲାଏନ୍ସ ଡିଜିଟାଲର ନୂଆ ସୋରୁମ୍‌

କଟକ: ଲିଙ୍କ୍‌ ରୋଡରେ ଖୋଲିଲା ରିଲାଏନ୍ସ ଡିଜିଟାଲର ବିଶାଳ ସୋରୁମ । ଶୁକ୍ରବାର ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରାଯାଇଛି। ଓଡ଼ିଶାର ଷଷ୍ଠ ତଥା କଟକରେ ଏହା ହେଉଛି ରିଲାଏନ୍ସ ଡିଜିଟାଲର ତୃତୀୟ ତଥା ସବୁଠାରୁ ବଡ଼ ସୋ ରୁମ୍। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ଓଡ଼ିଶା ହେଡ୍‌ ଓଲିଉଡ ଅଭିନେତ୍ରୀ ଶିବାନୀ, ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ  ଓ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ଥିଲେ। ସମସ୍ତ ନାମୀ ଦାମୀ କମ୍ପାନୀର ସମସ୍ତ ବୈଦ୍ୟୁତିକ ଉପକରଣ ମିଳିବା ସହ ଷ୍ଟୋର ଖୋଲିବାର ପ୍ରଥମ ଦୁଇଦିନ ପାଇଁ ଏଲଇଡି, ଫ୍ରିଜ୍ ଠାରୁ ଆରମ୍ଭ କରି ସମସ୍ତ ଘରୋଇ ଉପକରଣ ଉପରେ ସ୍ଵତନ୍ତ୍ର ଅଫର ରଖାଯାଇଛି । ସେଭଳି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଫାଇନାନ୍ସ ସ୍କିମ ମଧ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।

ଲିଙ୍କ୍‌ ରୋଡରେ ଖୋଲିଲା ରିଲାଏନ୍ସ ଡିଜିଟାଲର ନୂଆ ସୋରୁମ୍‌

କଟକ: ଲିଙ୍କ୍‌ ରୋଡରେ ଖୋଲିଲା ରିଲାଏନ୍ସ ଡିଜିଟାଲର ବିଶାଳ ସୋରୁମ । ଶୁକ୍ରବାର ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରାଯାଇଛି। ଓଡ଼ିଶାର ଷଷ୍ଠ ତଥା କଟକରେ ଏହା ହେଉଛି ରିଲାଏନ୍ସ ଡିଜିଟାଲର ତୃତୀୟ ତଥା ସବୁଠାରୁ ବଡ଼ ସୋ ରୁମ୍। 

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ଓଡ଼ିଶା ହେଡ୍‌ ଓଲିଉଡ ଅଭିନେତ୍ରୀ ଶିବାନୀ, ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ  ଓ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ଥିଲେ। ସମସ୍ତ ନାମୀ ଦାମୀ କମ୍ପାନୀର ସମସ୍ତ ବୈଦ୍ୟୁତିକ ଉପକରଣ ମିଳିବା ସହ ଷ୍ଟୋର ଖୋଲିବାର ପ୍ରଥମ ଦୁଇଦିନ ପାଇଁ ଏଲଇଡି, ଫ୍ରିଜ୍ ଠାରୁ ଆରମ୍ଭ କରି ସମସ୍ତ ଘରୋଇ ଉପକରଣ ଉପରେ ସ୍ଵତନ୍ତ୍ର ଅଫର ରଖାଯାଇଛି । ସେଭଳି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଫାଇନାନ୍ସ ସ୍କିମ ମଧ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।