ଲୁଟ୍ ଉଦ୍ଦେଶ୍ୟରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ, ଆହତ ମାଲିକ ମେଡିକାଲରେ ଭର୍ତ୍ତି

ସମ୍ୱଲପୁର ୧୫।୨: ସମ୍ବଲପୁରର ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ଦେଶ୍ୟରେ ଫୁଟିଲା ଗୁଳି । ଗୁଳିକାଣ୍ଡ ଫଳରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଦ୍ବିପ୍ରହରରେ ସମ୍ବଲପୁର ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ ହୋଇଛି । ଅଳଙ୍କାର ଦୋକାନ ମାଲିକଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡ ଫଳରେ ଦୋକାନ ମାଲିକ ଆହତ ହୋଇଛନ୍ତି । ଆହତ ଜଣକ ସୁଜିତ ସ୍ବର୍ଣ୍ଣକାର ବୋଲି ଜଣାପଡିଛି । ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସିଥିବା ସୂଚନା ମିଳିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । You Can Read : https://www.prameyanews7.com/newborn-baby-allegedly-goes-missing-at-bhima-bhoi-medical-college-and-hospital-in-balangir/ The post ଲୁଟ୍ ଉଦ୍ଦେଶ୍ୟରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ, ଆହତ ମାଲିକ ମେଡିକାଲରେ ଭର୍ତ୍ତି appeared first on Prameya News7.

ଲୁଟ୍ ଉଦ୍ଦେଶ୍ୟରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ, ଆହତ ମାଲିକ ମେଡିକାଲରେ ଭର୍ତ୍ତି

ସମ୍ୱଲପୁର ୧୫।୨: ସମ୍ବଲପୁରର ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ଦେଶ୍ୟରେ ଫୁଟିଲା ଗୁଳି । ଗୁଳିକାଣ୍ଡ ଫଳରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଦ୍ବିପ୍ରହରରେ ସମ୍ବଲପୁର ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ ହୋଇଛି । ଅଳଙ୍କାର ଦୋକାନ ମାଲିକଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡ ଫଳରେ ଦୋକାନ ମାଲିକ ଆହତ ହୋଇଛନ୍ତି । ଆହତ ଜଣକ ସୁଜିତ ସ୍ବର୍ଣ୍ଣକାର ବୋଲି ଜଣାପଡିଛି । ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସିଥିବା ସୂଚନା ମିଳିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

You Can Read :

https://www.prameyanews7.com/newborn-baby-allegedly-goes-missing-at-bhima-bhoi-medical-college-and-hospital-in-balangir/

The post ଲୁଟ୍ ଉଦ୍ଦେଶ୍ୟରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ, ଆହତ ମାଲିକ ମେଡିକାଲରେ ଭର୍ତ୍ତି appeared first on Prameya News7.