ଲୁହ ଦେଇଗଲେ ଚକ୍ରଧର
ଯବାନ ହୋଇ ଦେଶ ସେବା କରିବାକୁ ଯାଇଥିଲେ । ହେଲେ ଫେରିଲା ମୃତଦେହ । ମିଳିଲାନି ଗାର୍ଡ ଅଫ୍ ଅର୍ନର । ଚକ୍ରଧରଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍ପେନ୍ସ । ସେ ସହିଦ ହେଲେ ନା ଆତ୍ମହତ୍ୟା କଲେ ତା’ ଆଜି ରହସ୍ୟ ଘେରରେ ।