ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ
ଲେବାନନ: ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ । ନାବାତି ଗଭର୍ଣ୍ଣରେଟ ଅଞ୍ଚଳରେ ଏହି ଏୟାରଷ୍ଟ୍ରାଇକ ହୋଇଛି ।... The post ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ appeared first on .
ଲେବାନନ: ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ । ନାବାତି ଗଭର୍ଣ୍ଣରେଟ ଅଞ୍ଚଳରେ ଏହି ଏୟାରଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣରେ କୋଠାବାଡି ନଷ୍ଟ ହୋଇଥିବାବେଳେ ୪ ଜଣ ପ୍ରାଣ ହରାଇବା ସହ ୧୧ ଜଣ ଆହତ ହୋଇଛନ୍ତି ବୋଲି କହିଛି ଲେବାନନ ସିଭିଲ ଡିଫେନସ ।
ମାନଚିତ୍ରରୁ ଇସ୍ରାଏଲକୁ ହଜାଇ ଦେବା ଲାଗି ହେଜବୁଲ୍ଲା ମୁଖ୍ଯ ହାସନ ନସରଲ୍ଲା ଧମକ ଦେବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି। ଖାଁ ୟୁନିସସ୍ଥିତ ଅଲ ଅମାଲ ହସ୍ପିଟାଲରେ ଜୋରଦାର ବୋମାମାଡ ହୋଇଥିବା ସୂଚନା ମିଳିଛି। ତେଣେ ଇସ୍ରାଏଲର ଆକ୍ରମଣ ଜୋରଦାର ହେବା ପରେ ନାସେର ହସ୍ପିଟାଲରେ ଆଶ୍ରୟ ନେଇଥିବା ପାଲେଷ୍ଟିନୀୟମାନେ ପଳାୟନ କରିଛନ୍ତି। ଗତ ଅକ୍ଟୋବର ୭ ପରଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ପହଞ୍ଚିଛି ୨୮ ହଜାର ୫୭୬ରେ।
The post ଲେବାନନ ଉପରେ ଇସ୍ରାଏଲର ବଡ ଧରଣର ଏୟାରଷ୍ଟ୍ରାଇକ appeared first on .